ପରିମେୟ ସଂଖ୍ୟା

testwiki‌ରୁ
Jump to navigation ସିଧା ଖୋଜନ୍ତୁ

ଛାଞ୍ଚ:Prettyurl ଗାଣିତିକ ପଦ୍ଧତିରେ ଏକ ଅଣଶୁନ୍ୟ ହର ତଥା ଦୁଇଟି ପୂର୍ଣ୍ଣାଙ୍କର ଭଗ୍ନାଂଶ ଯଥା; 'କ'/'ଖ' ଭାବେ ପ୍ରକାଶ କରାଯାଇପାରୁଥିବା ସମସ୍ତ ସଂଖ୍ୟା ହେଉଛି ପରିମେୟ ସଂଖ୍ୟା[] ଏଭଳି ସ୍ଥଳେ ହର ୧ ହେଉ



ଥିଲେ ସମସ୍ତ ପୂର୍ଣ୍ଣାଙ୍କ ମଧ୍ୟ ପରିମେୟ ସଂଖ୍ୟାର ଅନ୍ତର୍ଗତ ହେବ । ପରିମେୟ ସଂଖ୍ୟା ସମୂହର ସେଟକୁ ଗାଣିତିକ ସଂକେତ ଦ୍ୱାରା ପ୍ରକାଶ କରାଯାଏ ।[] ସଂଖ୍ୟା ରେଖାରେ ସମସ୍ତ ପରିମେୟ ସଂଖାକୁ ରେଖା ଉପରିସ୍ଥ ବିନ୍ଦୁ ମାଧ୍ୟମରେ ଚିହ୍ନଟ କରାଯାଇପାରିବ ।

ଗାଣିତିକ ଧର୍ମ

ପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[]

  • ସମସ୍ତ ପରିମେୟ ସଂଖ୍ୟାକୁ ସସୀମ ଦଶମିକ ସଂଖ୍ୟା ତଥା ପୌନଃପୁନିକ ଦଶମିକ ସଂଖ୍ୟାରେ ପ୍ରକାଶ କରାଯାଇପାରିବ ।
  • ଯେଉଁ ବାସ୍ତବ ସଂଖ୍ୟାସବୁ ପରିମେୟ ନୁହନ୍ତି ସେ ସବୁ ଅପରିମେୟ ସଂଖ୍ୟା ଅଟନ୍ତି , ଯଥା;୨ର ବର୍ଗମୂଳ (√୨), ପାଇ [[Pi|ଛାଞ୍ଚ:Pi]] ..... ଇତ୍ୟାଦି ।
  • ଏକ ଅପରିମେୟ ସଂଖ୍ୟାକୁ ଦଶମିକରେ ପ୍ରକାଶ କରିବାକୁ ଗଲେ ତାହା ଏକ ଅସୀମ ଦଶମିକ ସଂଖ୍ୟା ରୂପେ ପ୍ରକାଶିତ ହୁଏ ।
  • ବାସ୍ତବ ସଂଖ୍ୟାର ସେଟ ଅସୀମ, କିନ୍ତୁ ପରିମେୟ ସଂଖ୍ୟାର ସେଟ ସସୀମ ଅଟେ । ଅତଏବ ଗାଣିତିକ ପଦ୍ଧତିରେ ଅପରିମେୟ ସଂଖ୍ୟାସବୁ ହେଉଛି ବାସ୍ତବ ସଂଖ୍ୟା ସେଟର ଏକ ଉପସେଟ ।
  • କ/ଖ ରୂପରେ ଲେଖାଯାଇଥିବା ପରିମେୟ ସଂଖାର କ ଓ ଖ ମଧ୍ୟରେ ଯଦି ୧ ବ୍ୟତୀତ ଅନ୍ୟ କୌଣସି ଗୁଣନୀୟକ ନ ଥାଏ, ତେବେ ସେଭଳି ସଂଖ୍ୟାକୁ ପରିମେୟ ସଂଖ୍ୟାର ମାନକ ରୁପ କୁହାଯାଏ ।

ଆଧାର

ଛାଞ୍ଚ:ଆଧାର ଛାଞ୍ଚ:ମୁଣ୍ଡିଆ

ବାହାର ଲିଙ୍କ