ପଞ୍ଚଭୂଜ

testwiki‌ରୁ
Jump to navigation ସିଧା ଖୋଜନ୍ତୁ

ଛାଞ୍ଚ:ଛୋଟ

ନଖଦେଖଣା ତିଆରିବାରେ ଅସୁବିଧା:
ସମ ପଞ୍ଚଭୂଜ

ଯୁକ୍ଲିଡୀୟ ଜ୍ୟାମିତି ଅନୁସାରେ ପଞ୍ଚଭୂଜ ହେଉଛି, ପାଞ୍ଚ 'ବାହୁ' ଓ ପାଞ୍ଚ 'କୋଣ' ଥିବା ବନ୍ଦ ଜ୍ୟାମିତିକ କ୍ଷେତ୍ର ଯାହାକି ଏକ ବହୁଭୂଜ । ଏହାର ପାଞ୍ଚ କୋଣର ସମଷ୍ଟି: A+B+C+D+D=540.

ପ୍ରକାର

ପଞ୍ଚଭୂଜ ମୁଖ୍ୟତଃ ଦୁଇ ପ୍ରକାର, ଯଥା: ସମ ପଞ୍ଚଭୂଜ ଓ ବିଷମ ପଞ୍ଚଭୂଜ ।

ସମ ପଞ୍ଚଭୂଜ

ସମ ପଞ୍ଚଭୂଜର ପାଞ୍ଚ ବାହୁ ତଥା ପାଞ୍ଚ ଅନ୍ତଃକୋଣ ସମାନ ଏବଂ ପ୍ରତ୍ୟେକ ଅନ୍ତଃ କୋଣ ୧୦୮° ତଥା ପାଞ୍ଚ କୋଣର ସମଷ୍ଟି ୫୪୦° । ସମ ପଞ୍ଚଭୂଜ ହେଉଛି ବୃତ୍ତୀୟ ପଞ୍ଚଭୂଜର ଏକ ଉଦାହରଣ ।

ବିଷମ ପଞ୍ଚଭୂଜ

ବିଷମ ପଞ୍ଚଭୂଜର ପାଞ୍ଚ ବାହୁ ତଥା ପାଞ୍ଚ ଅନ୍ତଃକୋଣ ସମାନ ନୁହେଁ, ତେବେ ପାଞ୍ଚ କୋଣର ସମଷ୍ଟି ୫୪୦° ।

ଜ୍ୟାମିତିକ ଧର୍ମ

  • ସମ ପଞ୍ଚଭୂଜର ସମସ୍ତ ଶିର୍ଷବିନ୍ଦୁ ସମବୃତ୍ତୀୟ ହୁଅନ୍ତି ଅର୍ଥାତ୍‌ ଏହାର ସମସ୍ତ ଶିର୍ଷବିନ୍ଦୁ ଏହାର ବହିଃ ବୃତ୍ତର ପରିଧି ଉପରିସ୍ଥ ହିଁ ହେବେ ।
  • ସମ ପଞ୍ଚଭୂଜଟିଏ ଏକ 'R' ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ ମଧ୍ୟରେ ଅନ୍ତର୍ଲିଖିତ ହେଲେ, ଏହାର କ୍ଷେତ୍ରଫଳ (A) ହେବ:
A=t225+1054=5t2tan(54)41.720t2.
  • ଏକ ବୃତ୍ତୀୟ ପଞ୍ଚଭୂଜର କ୍ଷେତ୍ରଫଳ ଏକ ସାତ-ଡିଗ୍ରୀ ବିଶିଷ୍ଟ ବହୁପଦୀ ସମୀକରଣର ଏକ ବୀଜର ବର୍ଗମୂଳର ଏକ-ଚତୁର୍ଥାଂଶ ଭାବେ ପ୍ରକାଶ ହୋଇପାରିବ । [][][]

ଅଙ୍କନ

ଆଧାର

ଛାଞ୍ଚ:ଆଧାର

ବାହାର ଲିଙ୍କ

ଛାଞ୍ଚ:ବହୁଭୂଜ

  1. Weisstein, Eric W. "Cyclic Pentagon." From MathWorld--A Wolfram Web Resource. [୧]
  2. ଛାଞ୍ଚ:Cite journal
  3. ଛାଞ୍ଚ:Cite journal