ଚତୁର୍ଭୁଜ

testwiki‌ରୁ
Jump to navigation ସିଧା ଖୋଜନ୍ତୁ

ଛାଞ୍ଚ:ଛୋଟ ଛାଞ୍ଚ:About ଛାଞ୍ଚ:Infobox Polygon

ଯୁକ୍ଲିଡୀୟ ଜ୍ୟାମିତି ଅନୁସାରେ ଚତୁର୍ଭୁଜ ହେଉଛି, ଚାରି 'ବାହୁ' ଓ ଚାରି 'କୋଣ' ଥିବା ଏକ ବହୁଭୂଜ । ଏହା ସରଳ (କୌଣସି ବାହୁ ପରସ୍ପରକୁ ଛେଦ କରିନଥାନ୍ତି) କିମ୍ବା ଜଟିଳ (କୌଣସି ଦୁଇ ବାହୁ ପରସ୍ପରକୁ ଛେଦ କରିଥାନ୍ତି) ହେଇପାରେ । ସରଳ ଚତୁର୍ଭୁଜ, ଉତ୍ତଳ କିମ୍ବା ଅବତଳ ହେଇପାରେ ।

ଏହାର ଚାରି କୋଣର ସମଷ୍ଟି: A+B+C+D=360.

ଉତ୍ତଳ ଚତୁର୍ଭୁଜ

ଅବତଳ ଚତୁର୍ଭୁଜ

ଗାଣିତିକ ସମାଧାନ

ଆଧାର

ଛାଞ୍ଚ:ଆଧାର

ବାହାର ଲିଙ୍କ

ଛାଞ୍ଚ:Commons category

ଛାଞ୍ଚ:ବହୁଭୂଜ