ନେପାଳର ରାଷ୍ଟ୍ରଧ୍ୱଜ

testwiki‌ରୁ
Jump to navigation ସିଧା ଖୋଜନ୍ତୁ

ଛାଞ୍ଚ:Infobox flag

ନେପାଳର ରାଷ୍ଟ୍ରଧ୍ୱଜ (ନେପାଳୀ: नेपालको झण्डा ) ପୃଥିବୀର ଏକମାତ୍ର ତ୍ରିକୋଣୀୟ ଜାତୀୟ ପତକା। ଏହି ପତକାଟି ଦୁଇଟି ତ୍ରିକୋଣକୁ ତଳେ ଓ ଉପରେ ଯୋଗ କରି ବନାଯାଇଛି। ପତକାର ଉପର ତ୍ରିଭୁଜରେ ଅର୍ଦ୍ଧ ଚନ୍ଦ୍ର ଅଂକିତ ହୋଇଛି ଓ ତଳ ତ୍ରିଭୁଜରେ ସୂର୍ଯ୍ୟ ଅଂକିତ ହୋଇଛି। ପତକାର ରେଖା ନୀଳ ରଙ୍ଗ ଅଂକିତ ଓ ଏହା ଶାନ୍ତିର ପ୍ରତୀକ ଭାବେ ଦର୍ଶାଯାଇଛି। ପତକାର ରଙ୍ଗ ନାଲି ଓ ଏହା ବିଜୟର ପ୍ରତୀକ ଭାବେ ଦର୍ଶାଯାଇଛି।[]

୧୬ ଡିସେମ୍ବାର, ୧୯୬୨ ମସିହାରେ ନେପାଳରେ ନୂଆ ସରକାର ହେଲା ପରେ ଏହି ପତକାକୁ ରାଷ୍ଟ୍ରଧ୍ୱଜ ଭାବେ ଘୋଷଣା କରାଯାଇଥିଲେ।

ଅନୁମାନିକ ଅନୁପାତ

ଜ୍ୟାମିତି ଅନୁଯାୟୀ:

1:61368914296883062536167152118482(934861968+203326171922)4506606337686

≈ 1:1.21901033… (ଛାଞ୍ଚ:OEIS2C).[] This ratio is the least root of the quartic equation:[]

243356742235044r41325568548812608r3+2700899847521244r22439951444086880r+824634725389225.

ଆଧାର

ଛାଞ୍ଚ:ଆଧାର