ନେପାଳର ରାଷ୍ଟ୍ରଧ୍ୱଜ
ନେପାଳର ରାଷ୍ଟ୍ରଧ୍ୱଜ (ନେପାଳୀ: नेपालको झण्डा ) ପୃଥିବୀର ଏକମାତ୍ର ତ୍ରିକୋଣୀୟ ଜାତୀୟ ପତକା। ଏହି ପତକାଟି ଦୁଇଟି ତ୍ରିକୋଣକୁ ତଳେ ଓ ଉପରେ ଯୋଗ କରି ବନାଯାଇଛି। ପତକାର ଉପର ତ୍ରିଭୁଜରେ ଅର୍ଦ୍ଧ ଚନ୍ଦ୍ର ଅଂକିତ ହୋଇଛି ଓ ତଳ ତ୍ରିଭୁଜରେ ସୂର୍ଯ୍ୟ ଅଂକିତ ହୋଇଛି। ପତକାର ରେଖା ନୀଳ ରଙ୍ଗ ଅଂକିତ ଓ ଏହା ଶାନ୍ତିର ପ୍ରତୀକ ଭାବେ ଦର୍ଶାଯାଇଛି। ପତକାର ରଙ୍ଗ ନାଲି ଓ ଏହା ବିଜୟର ପ୍ରତୀକ ଭାବେ ଦର୍ଶାଯାଇଛି।[୧]
୧୬ ଡିସେମ୍ବାର, ୧୯୬୨ ମସିହାରେ ନେପାଳରେ ନୂଆ ସରକାର ହେଲା ପରେ ଏହି ପତକାକୁ ରାଷ୍ଟ୍ରଧ୍ୱଜ ଭାବେ ଘୋଷଣା କରାଯାଇଥିଲେ।
ଅନୁମାନିକ ଅନୁପାତ
ଜ୍ୟାମିତି ଅନୁଯାୟୀ:
≈ 1:1.21901033… (ଛାଞ୍ଚ:OEIS2C).[୨] This ratio is the least root of the quartic equation:[୩]