ବିଦ୍ୟୁତ୍ ବିଭବ

testwiki‌ରୁ
୨୧:୫୫, ୧୨ ଜୁନ ୨୦୨୦ ବେଳେ imported>Snip1 (added Category:ବିଦ୍ୟୁତ୍ ପ୍ରଯୁକ୍ତି ବିଦ୍ୟା using HotCat) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Jump to navigation ସିଧା ଖୋଜନ୍ତୁ

ଛାଞ୍ଚ:Electromagnetism ଗୋଟିଏ ବୈଦୁତିକ କ୍ଷେତ୍ର ଏକ ଧନାତ୍ମକ ଚାର୍ଜକୁ ଅନନ୍ତ ଦୂରତାରୁ ସେହି ବିନ୍ଦୁ ପର୍ଯ୍ୟନ୍ତ ଆଣିବା ପାଇଁ ଯେତିକି କାର୍ଯ୍ୟ କରିଥାଏ, ତା'କୁ ବିଦ୍ୟୁତ୍ ବିଭବ ବା ଇଲେକ୍‌ଟ୍ରିକ୍ ପୋଟେନ୍‌ସିଆଲ୍ କୁହାଯାଏ ।

ସ୍ଥିର ବିଦ୍ୟୁତ

ଛାଞ୍ଚ:Main ଯଦି ଏକ ସ୍ଥିର ବୈଦୁତିକ କ୍ଷେତ୍ର Eଠାରେ r ଏକ ବିନ୍ଦୁ ହୁଏ, ତେବେ ସେହି ବିନ୍ଦୁରେ 'ବିଦ୍ୟୁତ୍ ବିଭବ' ଏହାର ଲାଇନ୍ ଇଣ୍ଟିଗ୍ରାଲ୍ଦ୍ୱାରା ନିର୍ଣ୍ଣୟ କରାଯିବ –

V𝐄=C𝐄d

ଏଠାରେ C ହେଉଛି ଏକ ଅନିର୍ଦ୍ଧିଷ୍ଟ ପଥ (arbitrary path), ଯାହାକି 'ଜିରୋ ବିଭବ' (zero potential)ରେ ଥିବା ଏକ ବିନ୍ଦୁକୁ r ସହ ଯୋଗ କରେ । ଯେତେବେଳେ କର୍ଲ୍ (curl) ଛାଞ୍ଚ:Nowrap ଶୁନ ହୁଏ, ଉପରୋକ୍ତ line integral ଆଉ C ପଥ ଉପରେ ନିର୍ଭରଶୀଳ ହୋଇ ନରହି କେବଳ ଅନ୍ତିମ-ବିନ୍ଦୁ ଗୁଡ଼ିକ (endpoints) ଉପରେ ନିର୍ଭର କରେ । ଏହି ପରିପ୍ରେକ୍ଷୀରେ, ବୈଦୁତିକ-କ୍ଷେତ୍ରଟି ବିଭବ(ପୋଟେନ୍‌ସିଆଲ୍)ର ଗ୍ରାଡ଼ିଏଣ୍ଟ (gradient) ଉପରେ ନିର୍ଭର କରେ:

𝐄=V𝐄.

ତା'ହେଲେ ବର୍ତ୍ତମାନ, ଗସ୍‌ଙ୍କ ନିୟମ ଅନୁସାରେ, ପୋଟେନ୍‌ସିଆଲ୍ ପଏଜନ୍‌ଙ୍କ ସମୀକରଣକୁ satisfy କରୁଛି:

𝐄=(V𝐄)=2V𝐄=ρ/ε0,

ଏଠାରେ ρ ହେଉଛି total charge density ଏବଂ · ଡାଇଭର୍ଜେନ୍ସ (divergence)କୁ ସୁଚାଏ ।

ପଏଣ୍ଟ ଚାର୍ଜ ଯୋଗୁଁ ସୃଷ୍ଟ ବିଦ୍ୟୁତ ବିଭବ

The electric potential created by a charge Q is V=Q/(4πεor). Different values of Q will make different values of electric potential V (shown in the image).

ଚାର୍ଜଠାରୁ r ଦୁରତ୍ୱରେ, ଗୋଟିଏ ପଏଣ୍ଟ ଚାର୍ଜ Q ଯୋଗୁଁ ସୃଷ୍ଟ ବିଦ୍ୟୁତ ବିଭବକୁ ଆମେ ଲେଖିପାରିବା ଯେ:

V𝐄=14πε0Qr,

ଏଠାରେ ε0 ହେଉଛି ଏକ ବୈଦୁତିକ ସ୍ଥିରାଙ୍କ (permittivity of vacuum) । ଏହାକୁ 'କୁଲମ୍ବଙ୍କ ବିଭବ' (Coulomb potential) କୁହାଯାଏ ।

ଚଳ ବିଦ୍ୟୁତ

ଏକକ

ଆହୁରି ଦେଖନ୍ତୁ

ଆଧାର

ଛାଞ୍ଚ:ଆଧାର